Jump to content

ହାଇଡ୍ରୋକୋଡୋନ

ଉଇକିପିଡ଼ିଆ‌ରୁ
ହାଇଡ୍ରୋକୋଡୋନ
Clinical data
Trade namesHysingla ER, Zohydro ER
SynonymsDihydrocodeinone, hydrocodone bitartrate
AHFS/Drugs.commonograph
MedlinePlusa601006
data
Pregnancy
category
  • US: C (Risk not ruled out)
    Dependence
    liability
    High[୧]
    Routes of
    administration
    Clinical: by mouth[୨]
    Others: intranasal, rectal
    ATC code
    Legal status
    Legal status
    Pharmacokinetic data
    BioavailabilityBy mouth: 70%[୩]
    Protein bindingLow[୩][୪]
    MetabolismLiver: CYP3A4 (major), CYP2D6 (minor)[୫]
    Metabolites• Norhydrocodone[୫]
    • Hydromorphone[୫]
    • Others[୫]
    Onset of action10–20 minutes[୨]
    Elimination half-lifeAverage: 3.8 hours[୬]
    Range: 3.3–4.4 hours[୨]
    Duration of action4–8 hours[୨]
    ExcretionUrine[୭][୮]
    Identifiers
    • 4,5α-epoxy-3-methoxy-17-methylmorphinan-6-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.004.304 Edit this at Wikidata
    Chemical and physical data
    FormulaC18H21NO3
    Molar mass୨୯୯.୩୭ g·mol−1
    3D model (JSmol)
    • O=C4[C@@H]5Oc1c2c(ccc1OC)C[C@H]3N(CC[C@]25[C@H]3CC4)C
    • InChI=1S/C18H21NO3/c1-19-8-7-18-11-4-5-13(20)17(18)22-16-14(21-2)6-3-10(15(16)18)9-12(11)19/h3,6,11-12,17H,4-5,7-9H2,1-2H3/t11-,12+,17-,18-/m0/s1 checkY
    • Key:LLPOLZWFYMWNKH-CMKMFDCUSA-N checkY
      (verify)

    ହାଇଡ୍ରୋକୋଡୋନ (ଇଂରାଜୀ ଭାଷାରେ Hydrocodone) ବିକ୍ରୟ ନାମ ହାଇସିଙ୍ଗଲା, ଏକ ଅଫିମ ଜାତୀୟ ଔଷଧ ଯାହା ଦିର୍ଘକାଳୀନ ଅବ୍ୟକ୍ତ ଯନ୍ତ୍ରଣାର ଚିକିତ୍ସା ନିମନ୍ତ ବ୍ୟବହୃତ ହୁଏ, ଯଦି ଅନ୍ୟାନ୍ୟ ପଦକ୍ଷେପ ଯଥେଷ୍ଟ ନୁହେଁ | [୯] [୧୦] ଏହା ବୟସ୍କମାନଙ୍କଠାରେ କାଶ ଉପଶମକାରି ଭାବରେ ମଧ୍ୟ ବ୍ୟବହୃତ ହୁଏ | [୯] ଏହା ପାଟିରେ ଦିଆଯାଏ | [୯]ସାଧାରଣତଃ ଏହାକୁ ଆସେଟାମିନୋଫେନ/ ହାଇଡ୍ରୋକୋଡୋନ୍ କିମ୍ବା ଆଇବୁପ୍ରୋଫେନ/ ହାଇଡ୍ରୋକୋଡୋନ ମିଶ୍ରଣ ଭାବରେ ବିକ୍ରି କରାଯାଏ | [୯] [୧୧] ଏହା ଏକ ଦୀର୍ଘ ସମୟ ଧରି କାମ କରିବା ଔଷଧ ଅଟେ ।[୯]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ଅନ୍ତର୍ଭୁକ୍ତ ।[୯] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର, ନିମ୍ନ ରକ୍ତଚାପ, ବାତ, କ୍ୟୁଟି ବିସ୍ତାର, ଶ୍ୱାସକ୍ରିୟା ଅବସାଦ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ଦେଖାଯାଇପାରେ ।[୯] ଏହି ଔଷଧର ମାତ୍ରା ଶୀଘ୍ର ହ୍ରାସ କରିଦେଲେ ଓପିଓଏଡ ପ୍ରତ୍ୟାହାର ହୋଇପାରେ ।[୯] ଗର୍ଭଧାରଣ ସମୟରେ କିମ୍ବା ସ୍ତନ୍ୟପାନ କରାଇବା ସାଧାରଣତଃ ସୁପାରିଶ କରାଯାଏ ନାହିଁ | [୧୨] ମୁଖ୍ୟତ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଓପିଓଏଡ ରେସେପ୍ଟର ଗୁଡ଼ିକ ସକ୍ରିୟ କରି ହାଇଡ୍ରୋକୋଡୋନ କାର୍ଯ୍ୟ କରେ ବୋଲି ବିଶ୍ୱାସ କରାଯାଏ | [୯] ହାଇଡ୍ରୋକୋଡୋନ୍ ୧୦ ମିଗ୍ରା ପ୍ରାୟ ୧୦ ମିଗ୍ରା ପାଟିରେ ଦିଆଯାଉଥିବା ମର୍ଫିନ ସ‌ହିତ ସମାନ କାର୍ଯ୍ୟକ୍ଷମ | [୧୩]

    ହାଇଡ୍ରୋକୋଡୋନ ୧୯୨୩ ମସିହାରେ ପେଟେଣ୍ଟ ହୋଇଥିଲା ଓ ୨୦୧୩ ମସିହାରେ ଆମେରିକାରେ ଦୀର୍ଘକାଳୀନ ଫର୍ମୁଲା ଭାବରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୯] [୧୪] ଆମେରିକାରେ ଏହାର ହୋଲସେଲ୍ ମୂଲ୍ୟ ଏକ ମାତ୍ରା ପ୍ରତି ପ୍ରାୟ ୧୦ରୁ ୩୦ ଡଲାର ୨୦୧୯ ମସିହାରେ ଥିଲା [୧୫] ଆମେରିକାରେ ଏହା ସବୁଠାରୁ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା ଓ ୨୦୧୦ ମସିହାର ପୃଥିବୀରରେ ବ୍ୟବ‌ହୃତ ୯୯% ଔଷଧ ଏଠାରେ ଗ୍ରାସ ହେଉଥିଲା ।[୧୬] ୨୦୧୭ ମସିହାର ଏହା ଯୁକ୍ତରାଷ୍ଟ୍ରର ୧୧୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଛଅ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।[୧୭] [୧୮] ଏହା ଓପିଅମ ପ‌ପିରୁ କୋଡ଼ିନ ତିଆରି ହେବାପରେ ପରିବର୍ତ୍ତନ କରାଯାଇ ତିଆରି ହେଉଛି ।[୧୯]

     

    1. ↑ Bonewit-West, Kathy; Hunt, Sue A.; Applegate, Edith (2012). Today's Medical Assistant: Clinical and Administrative Procedures. Elsevier Health Sciences. p. 571. ISBN 9781455701506.
    2. 1 2 3 4 ଆଧାର ଭୁଲ: ଅଚଳ ଚିହ୍ନ; "ElliottSmith2016" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
    3. 1 2 Gary S. Firestein; Ralph Budd; Sherine E. Gabriel; Iain B. McInnes; James R. O'Dell (21 June 2016). Kelley and Firestein's Textbook of Rheumatology. Elsevier Health Sciences. pp. 1081–. ISBN 978-0-323-41494-4.
    4. ↑ Bruce A. Chabner; Dan L. Longo (8 November 2010). Cancer Chemotherapy and Biotherapy: Principles and Practice. Lippincott Williams & Wilkins. pp. 700–. ISBN 978-1-60547-431-1.
    5. 1 2 3 4 ଆଧାର ଭୁଲ: ଅଚଳ ଚିହ୍ନ; "Zhou2016" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
    6. ↑ ଆଧାର ଭୁଲ: ଅଚଳ ଚିହ୍ନ; "DavisGlare2005" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
    7. ↑ Martin H. Bluth (16 November 2016). Toxicology and Drug Testing, An Issue of Clinics in Laboratory Medicine, E-Book. Elsevier Health Sciences. pp. 85–. ISBN 978-0-323-47795-6.
    8. ↑ Howard S. Smith (21 February 2013). Opioid Therapy in the 21st Century. OUP USA. pp. 68–. ISBN 978-0-19-984497-5.
    9. 1 2 3 4 5 6 7 8 9 10 "Hydrocodone Bitartrate Monograph for Professionals". Drugs.com. American Society of Health-System Pharmacists. Retrieved 15 April 2019.
    10. ↑ "Hydrocodone: MedlinePlus Drug Information". medlineplus.gov. Retrieved 15 April 2019.
    11. ↑ Briggs, Gerald G.; Freeman, Roger K.; Yaffe, Sumner J. (2011). Drugs in Pregnancy and Lactation: A Reference Guide to Fetal and Neonatal Risk. Lippincott Williams & Wilkins. p. 692. ISBN 9781608317080.
    12. ↑ "Hydrocodone Use During Pregnancy". Drugs.com. Retrieved 15 April 2019.
    13. ↑ "Opioid Dose Calculator". Agency Medical Directors' Group. Archived from the original on 10 February 2016. Retrieved 15 April 2019.
    14. ↑ Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 526. ISBN 9783527607495.
    15. ↑ "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
    16. ↑ "Making Some Painkillers Harder to Get". The New York Times. 21 February 2013. Retrieved 15 April 2019.
    17. ↑ "The Top 300 of 2020". ClinCalc. Retrieved 11 April 2020.
    18. ↑ "Hydrocodone Bitartrate - Drug Usage Statistics". ClinCalc. Archived from the original on 11 April 2020. Retrieved 11 April 2020.
    19. ↑ Stoker, H. Stephen (2012). General, Organic, and Biological Chemistry. Cengage Learning. p. 567. ISBN 9781133711285.