Jump to content

ଆଲପେଲିସିବ

ଉଇକିପିଡ଼ିଆ‌ରୁ
ଆଲପେଲିସିବ
Clinical data
Trade namesPiqray
SynonymsBYL719
AHFS/Drugs.commonograph
MedlinePlusa619036
data
Pregnancy
category
    Routes of
    administration
    By mouth
    Legal status
    Legal status
    Identifiers
    • (2S)-1-N-[4-Methyl-5-[2-(1,1,1-trifluoro-2-methylpropan-2-yl)pyridin-4-yl]-1,3-thiazol-2-yl]pyrrolidine-1,2-dicarboxamide
    ECHA InfoCard100.233.704 Edit this at Wikidata
    Chemical and physical data
    FormulaC19H22F3N5O2S
    Molar mass୪୪୧.୪୭ g·mol−1
    3D model (JSmol)
    • CC1=C(SC(=N1)NC(=O)N2CCCC2C(=O)N)C3=CC(=NC=C3)C(C)(C)C(F)(F)F
    • InChI=1S/C19H22F3N5O2S/c1-10-14(11-6-7-24-13(9-11)18(2,3)19(20,21)22)30-16(25-10)26-17(29)27-8-4-5-12(27)15(23)28/h6-7,9,12H,4-5,8H2,1-3H3,(H2,23,28)(H,25,26,29)/t12-/m0/s1
    • Key:STUWGJZDJHPWGZ-LBPRGKRZSA-N

    ଆଲପେଲିସିବ, ବିକ୍ରୟ ନାମ ପିକ୍ରାଇ, ହେଉଛି ଏକ କେମୋଥେରାପି ଔଷଧ ଯାହାକି କେତେକ ପ୍ରକାରର ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୫] ଏହା ଫଲଭେଷ୍ଟ୍ରାଣ୍ଟ ସହିତ ଏକତ୍ର ବ୍ୟବହୃତ ହୁଏ । [୫] ରୋଗ ଖରାପ ନହୋଇ ପ୍ରାୟ ୫ ମାସର ଜୀବନ ଅଧିକ ଦେଇଥାଏ । [୪] ଏହା ପାଟିରେ ଦିଆଯାଏ । [୫]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ବୃକ୍‌କ ସମସ୍ୟା, ତରଳ ଝାଡ଼ା, ରାସ, ନିମ୍ନ ରକ୍ତ କଣିକା, ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ, ବାନ୍ତି ଏବଂ କେଶହାନୀ ହୋଇପାରେ । [୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍, ଅନୁର୍ବରତା ଏବଂ ନିମୋନିଆ ହୋଇପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୫] ଏହା ଏକ ଆଲଫା-ନିର୍ଦ୍ଦିଷ୍ଟ ପିଆଇକେ (PI3K) ପ୍ରତିବନ୍ଧକ । [୫]

    ୨୦୧୯ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୪][୫] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ଏକ ମାସ ଖର୍ଚ୍ଚର ମୂଲ୍ୟ ୧୭,୦୦୦ ଡଲାର । [୭]

    1. 1 2 "Piqray Australian prescription medicine decision summary". Therapeutic Goods Administration (TGA). 27 March 2020. Archived from the original on 27 August 2021. Retrieved 16 August 2020.
    2. ↑ "Alpelisib (Piqray) Use During Pregnancy". Drugs.com. 29 July 2019. Archived from the original on 3 December 2020. Retrieved 16 August 2020.
    3. ↑ "Piqray- alpelisib tablet Piqray- alpelisib kit". DailyMed. 12 June 2020. Archived from the original on 28 October 2020. Retrieved 16 August 2020.
    4. 1 2 3 "Piqray EPAR". European Medicines Agency (EMA). 26 May 2020. Archived from the original on 14 August 2020. Retrieved 16 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    5. 1 2 3 4 5 6 7 "Alpelisib Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2019. Retrieved 19 July 2021.
    6. ↑ "FDA approves first PI3K inhibitor for breast cancer" (Press release). 24 May 2019. Archived from the original on 25 November 2019. Retrieved 29 May 2019.
    7. ↑ "Piqray Prices, Coupons & Savings Tips - GoodRx". GoodRx. Archived from the original on 6 October 2021. Retrieved 19 July 2021.